ବେଣୁ
ବିଶେଷ୍ୟ (ସଂସ୍କୃତ) ସମ୍ପାଦନା
- ବାଉଁଶ
- ସରୁ ବାଉଁଶ; ବେଲିଙ୍ଗି ବାଉଁଶ
- ବଂଶୀ
- ନୃପବିଶେଷ
ବିଶେଷ୍ୟ (ଦେଶଜ) ସମ୍ପାଦନା
- ବେଣୁଧର ନାମକ ବ୍ୟକ୍ତିକୁ ଡାକିବା ନାମ
- ବେରୁଆଁବେଣୁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
(ଅଜ୍ ଧାତୁ=ଗମନ କରିବା+କର୍ତ୍ତୃ. ନୁ; ନିପାତନ କିମ୍ୱା ବନ୍ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଉ; ନିପାତନ)
- ୧. ବାଉଁଶ —୧. Bamboo.
- ୨. ସରୁ ବାଉଁଶ; ବେଲିଙ୍ଗି ବାଉଁଶ —୨. A slender species of bamboo.
- ୩. ବଂଶୀ —୩. Flute; pipe; fife.
- ୪. ନୃପବିଶେଷ —୪. Name of a king.
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ବେରୁଆଁ (ଦେଖ) - —୧. Beruāñ (See)
- ୨. ବେଣୁଧର ନାମକ ବ୍ୟକ୍ତିକୁ ଡ଼ାକିବା ନାମ —୨. Name for calling Beṇudhara.