ବେଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

(ବେଣିକା—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବେଣ ଧାତୁ+ଇ;ଈ; କିମ୍ୱା ବିଶେଷ୍ୟ - ଧାତୁ=ଗମନ କରିବା+ନି, ନୀ) ସମ୍ପାଦନା

୧. ବିନ୍ୟସ୍ତ କେଶପାଶ; ଦଉଡ଼ି ପରି ବଳା ହୋଇଥିବା କେଶପାଶ —୧. Braided hair; a braidn or plait; a pigtail.

[ଦ୍ରଷ୍ଟବ୍ୟ —ନାନା ଦେଶରେ ସ୍ତ୍ରୀ ମାନଙ୍କ ମଧ୍ୟରେ କେଶରଚନାରେ ନାନାପ୍ରକାର 'ବେଣି' ବିନ୍ୟାସ ଅଛି; ଯଥା— ବଙ୍ଗାଳୀ ବେଣୀ, ଦକ୍ଷିଣୀ ବେଣୀ, ଫିରିଙ୍ଗୀ ବେଣୀ, ଜାଉଁଳି ବା ଦୋହୋରୀ ବେଣୀ, ଲୋଟଣୀ ବେଣୀ, କମା ବେଣୀ, ସୁନ୍ଥା ହେଣୀ ବା ସୁନ୍ଥାଣ ବେଣୀ ଇତ୍ୟାଦି]

୨. ଜଳପ୍ରବାହ —୨. A current or stream of water.
୩. ବୟନ; ବୁଣିବା —୩. Weaving.
୪. ଦେବତାଡ଼ ଗୁଳ୍ମ; ଏକପ୍ରକାର ଘାସ —୪. Andropogen Caricosus (a grass).
୫. ନଦୀ— ବିଶେଷ —୫. Name of a river.
୬. ମେଣ୍ଢୀ — ୬. An ewe.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଣୀ) ସମ୍ପାଦନା

୧. କୁଟାରେ ବା ନଡ଼ାରେ ବୁଣାଯାଇ ଥିବା ମୋଡ଼ା; ନିଆଁ ବଡ଼ିଆ —୧. A plaint or braid of straw to preserve fire
୨. କହୁଣିଆ (୨) (ଦେଖ) —୨. Kahuṇiā୨ (See)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ବେଣିଆ (ଦେଖ) - —Beṇiā (See)