ବେଣିଆ
ବେଣିଆ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାକହୁଣିଆ ୨ (ଦେଖ) - —Kahuṇiā ୨ (See)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାମଉଡ଼ମରା ଭାରର ଚାଳ ତଳେ ଥିବା କଣକାଣ୍ଡ —Plate laid at the corners below the thatch of a block. house.
ଦେଶଜ - ବିଶେଷଣ -
ସମ୍ପାଦନାବେଣିପରି ମୋଡ଼ାମୋଡ଼ା — Braided.
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାନିଆଁ ରଖିବା ଅଟା —Braided straw for preserving fire.
ବେଣିଆ
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
ସମ୍ପାଦନାନିଆଁ ବଡ଼ିଆ — Brāided straw for preserving fire.