ବୁଧି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଗ୍ରାମ୍ୟ - ବି—(ସଂସ୍କୃତ - ବୁଦ୍ଧି)

ସମ୍ପାଦନା
୧. ବୁଦ୍ଧି (ଦେଖ) - —୧. Buddhi (See)

[ଉ—ବୁଧି ନ ସ୍ଫୁରଇ କିସ ଦେବି ଅନୁପମା; ପ୍ରାଚୀ. ବ୍ରହ୍ମନିରୂପଣ ଗୀତା]

୨. ପୁରୁଷଙ୍କୁ ଓ ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ —୨. A name given to males and females.