ବିରାମ
ସଂସ୍କୃତ (ବିଶେଷ୍ୟ) ସମ୍ପାଦନା
- ବନ୍ଦ; ନିବୃତ୍ତି; ବିରତି
- ବିଶ୍ରାମ
- ଶେଷ; ଅବସାନ
- ବୈରାଗ୍ୟ
- ପରବର୍ଣ୍ଣର ଅଭାବବିରାମ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ରମ୍ ଧାତୁ= ଅନୁରକ୍ତ ହେବା+ଭାବ ଅ) ସମ୍ପାଦନା
- ୧. ବନ୍ଦ; ନିବୃତ୍ତି; ବିରତି —୧. Cessation; stoppage; desisting.
- ୨. ବିଶ୍ରାମ —୨. Rest; remission.
- ୩. ଶେଷ; ଅବସାନ —୩. End;finish.
- ୪. ବିନାଶ —୪. Destruction; rain.
- ୫. ପତନ; ଅବନତି —୫. Decline.
- ୬. ବୈରାଗ୍ୟ —୬. A version to worldly concerns.
- ୭. (ବ୍ୟାକରଣ) ପରବର୍ଣ୍ଣର ଅଭାବ —୭. (grammar) The want of the next letter.