ବିଦଗଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - (ପଦ୍ୟ) ବିଶେଷଣ - (ସଂସ୍କୃତ - ବିଦଗ୍ଧ) ସମ୍ପାଦନା

୧. ଦହଗଞ୍ଜ; ବିଶେଷ କ୍ଳେଶପ୍ରାପ୍ତ —୧. Troubled; afflicted.

(ଉ—ବିଦଗଧ ଯଜ୍ଞ କର୍ମରେ ସର୍ବଦାରେ ସେ ଅତି, ବିଦଗଧ ଚିତ୍ତ ପ୍ରାପିତ ନୋହିବାରେ ଦୁହିତୀ ଭଞ୍ଜ. ବୈଦେହୀଶବିଳାସ)

୨. ବିଦଗ୍ଧ (ଦେଖ) - —୨. Bidagdha (See)