ବିଦଗ୍ଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବିଦଗ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବି+ଦହ୍ ଧାତୁ=ଦାହ କରିବା+କର୍ମ. ତ; କାମଦ୍ୱାରା ଦଗ୍ଧ) ସମ୍ପାଦନା

୧. ରସିକ —୧. Witty; j̄ovial; humorous.
୨. ନାଗର — ୨. Lustful; gallant; amorous.
୩. ଚତୁର — ୩. Clever; shrewd.
୪. ପଟୁ; ନିପୁଣ —୪. Able; skilful.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ପଣ୍ଡିତ —୧. A learned man.
୨. ରସିକ ବ୍ୟକ୍ତି —୨. A beau; a wit.
୩. ନାଗର —୩. A gallant.