ବାଇହାଣ୍ଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ପୁରୀ ବଡ଼ଦେଉଳରେ ଜଗନ୍ନାଥଙ୍କୁ ଯେଉଁ ବଡ଼ ଅନ୍ନହାଣ୍ଡିରେ ମହାପ୍ରସାଦ ଭୋଗ କରା— ଯାଏ —A big earthen pot for boiled rice offered to Lord Jagannath at Puri.

ଦେଶଜ - ବିଶେଷ୍ୟ - ସମ୍ପାଦନା

ବାଇଜ ହାଣ୍ଡି (ଦେଖ) - —Bāija hāṇḍi (See)