ବାଇଜ ହାଣ୍ଡି
ବାଇଜ ହାଣ୍ଡି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବାଇଜ ହାଣ୍ଡି
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଜ୍ଜିତ ଓ ହଣ୍ଡିକା)
ଅଶୌଚାଦିରେ ଯେଉଁ ପାକପାତ୍ରମାନ ବର୍ଜ୍ଜିତ ହୋଇ ଫୋପଡ଼ା ଯାଏ —Earthen cooking pots which are abandoned and thrown away on the occasion of a death or birth in a family.
x x x ପଡ଼ିଆରେ ବାଇଜି ହାଣ୍ଡି ପରି ତବଲା ଦୁଇଟା ଗଡ଼ୁଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ