ବରେଣ୍ୟ
- ସଂସ୍କୃତ, ପୁଂଲିଙ୍ଗ
- ବୃ ଧାତୁ= ବରଣକରିବା+ କର୍ମ. ଏନ୍ୟ
- ବରେଣ୍ୟା- ସ୍ତ୍ରୀଲିଙ୍ଗ
- ବରଣୀୟ; ପୂଜ୍ୟ; ମାନ୍ୟ
- ଉତ୍କୃଷ୍ଟ
- ପ୍ରାର୍ଥନୀୟ; ଅଭୀଷ୍ଟ
- ଶ୍ରେଷ୍ଠ; ପ୍ରଧାନ
- କୁଙ୍କୁମ- saffron
- ଶିବ; ମହାଦେବ
- ଭୃଗୁଙ୍କର ଏକ ପୁତ୍ର
ଆଧାର
ସମ୍ପାଦନା- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୩୯୧
ବରେଣ୍ୟ
ଉଚ୍ଚାରଣ
ସମ୍ପାଦନା(ବରେଣ୍ୟ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ. (ବୃ ଧାତୁ= ବରଣ କରିବା+କର୍ମ. ଏନ୍ୟ)
ସମ୍ପାଦନା- ୧. ବରଣୀୟ; ପୂଜ୍ୟ; ମାନ୍ୟ —୧. Respectable reverend; honourable.
- ୨. ଉତ୍କୃଷ୍ଟ — ୨. Excellent.
- ୩. ପ୍ରାର୍ଥନୀୟ; ଅଭୀଷ୍ଟ —୩. Desri able; wished for; cherished.
- ୪. ଶ୍ରେଷ୍ଠ; ପ୍ରଧାନ —୪. Chief; principal.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. କୁଙ୍କୁମ —୧. Saffron.
- ୨. ଶିବ; ମହାଦେବ (ହିନ୍ଦୀ - ଶ) —୨. Ṡiba.
- ୩. ଭୃଗୁଙ୍କର ଏକ ପୁତ୍ର (ହିନ୍ଦୀ - ଶ) — ୩. Name of a son of sage Bhṛugu.