ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ବାନ୍ଧିବା କ୍ରିୟା
  • ଅବରୋଧ; ଅଟକ
  • କାରାରୋଧ
  • ବାଧା; ପ୍ରତିବନ୍ଧ
  • ସଂଯମନ
  • ସେତୁଆଦିର ନିର୍ମାଣ
  • ବୃନ୍ତ; ହନନ; ହତ୍ୟା; ହିଂସା
  • ବାଣର ପୁଙ୍ଖ
  • ଫାଶ; ଗଣ୍ଠି
  • ନିଗଡ଼; ବାନ୍ଧିବା ଦଉଡି
  • ବନ୍ଧାଯିବା ପଟୀ
  • ପତନ ବା ଆଘାତଜନିତ କ୍ଷତକୁ କିମ୍ବା ଅସ୍ତ୍ରଚିକିତ୍ସା ପରେ ଅଙ୍ଗାଦିକୁ ବସ୍ତ୍ରଦ୍ଵାରା ବାନ୍ଧିବା
  • ଶରୀର ସନ୍ଧି ସ୍ଥାନ
  • ଶିବ; ମହାଦେବ
  • ବୀର୍ଯ୍ୟସ୍ତମ୍ଭନ; ବୀର୍ଯ୍ୟସ୍ଖଳନ ନ କରାଇବା; ବାଜୀକରଣ

ବିଶେଷ୍ୟ (ଦେଶଜ) ସମ୍ପାଦନା

  • ବାନ୍ଧନ କାଠ; ବାନ୍ଧଣ କାଠ; ଅରଣ୍ୟ ତରୁବିଶେଷ

ବିଶେଷଣ (ଦେଶଜ) ସମ୍ପାଦନା

  • ବନ୍ଧା; ବଦ୍ଧବନ୍ଧନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ବନ୍ଧ୍ ଧାତୁ+ଭାବ. ଅନ) ସମ୍ପାଦନା

୧. ବାନ୍ଧିବା କ୍ରିୟା — ୧. The act of bibding.
୨. ଅବରୋଧ; ଅଟକ —୨. Restraint.
୩. କାରାରୋଧ —୩. Confinement; imprisonment
୪. ବାଧା; ପ୍ରତିବନ୍ଧ —୪. Obstruction; hindrance; obstacle.
୫. ସଂଯମନ —୫. Regulating; controlling
୬. ସେତୁଆଦିର ନିର୍ମାଣ —୬. Raising of a dam.
୭. (+ କରଣ. ଅନ)—ବୃନ୍ତ; ଡ଼େମ୍ଫ —୭. Stalk.
୮. ବଧ; ହନନ; ହତ୍ୟା; ହିଂସା — ୮. Murder; slaughter.
୯. ବାଣର ପୁଙ୍ଖ — ୯. The feathers tied at the tail of an arrow.
୧. ଫାଶ; ଗଣ୍ଠି —୧୦. Knot.
୧୧. ନିଗଡ଼; ବାନ୍ଧିବା ଦଉଡ଼ି —୧୧. Ligature; string; chain. fetters; band
୧୨. ବନ୍ଧାଯିବା ପଟୀ —୧୨. Bandage.
୧୩. (ଆୟୂର୍ବେଦ) ପତନ ବା ଆଘାତଜନିତ କ୍ଷତକୁ କିମ୍ୱା ଅସ୍ତ୍ରଚିକିତ୍ସା ପରେ ଅଙ୍ଗାଦିକୁ ବସ୍ତ୍ରଦ୍ୱାରା ବାନ୍ଧିବା —୧୩. Ligaturing or bandaging of a wound after a fall or an operation.

[ଦ୍ରଷ୍ଟବ୍ୟ —ସୁଶ୍ରୁତରେ୧୪: ପ୍ରକାରର କ୍ଷତବନ୍ଧନ ପ୍ରଣାଳୀ ଲେଖା— ଅଛି, ଯଥା—୧ ସ୍ୱସ୍ତିକ, ୨ ଗୋଫଣା,୩. ପଞ୍ଚାଙ୍ଗୀ, ୪. କୋଶ ୫ଦାମ,୬ ତନୁବେଲ୍ଲିତ,୭.ଦୃତୋଳି,୮ ମଣ୍ଡଳ, ୯. ସୁଗିକା ୧ ଯଜକ ୧୧: ଖଟ୍ଟା ୧୨: ଚୀନ, ୧୩: ବିବନ୍ଧ ଓ ୧୪: ବିତାନ]

୧୪. ଶରୀରର ସନ୍ଧି ସ୍ଥାନ (ହିନ୍ଦୀ - ଶ.) —୧୪. Joint of the body. ୧୫: ଶିବ ମହାଦେବ —୧୫. Ṡiba; Mahādeba.
୧୬. ବୀର୍ଯ୍ୟସ୍ତମ୍ଭନ; ବୀର୍ଯ୍ୟସ୍ଫଳନ ନ କରାଇବା; ବାଜୀକରଣ —୧୬. Restraint of seminal discharge.


ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବାନ୍ଧନ କାଠ; ବାନ୍ଧଣ କାଠ; ଆରଣ୍ୟ ତରୁବିଶେଷ — A timber tree; Ougenia Dalborgoiodes.

[[[ଦ୍ରଷ୍ଟବ୍ୟ —ଏହାର କାଠ ଶକ୍ତ ଓ ଇଟାରଙ୍ଗର ଏହି କାଠରେ ଶଗଡ଼ର ଚକଆଦି ତିଆରି ହୁଏ (ଏଥିଯୋଗୁ ଏହାର ସଂସ୍କୃତ - ନାମ ରଥଦ୍ରୁ); ବସନ୍ତକାଳରେ ପତ୍ର ଝଡ଼ି ପଡ଼େ ବନରେ ଅନେକ ଗଛ ଏକତ୍ର ଜନ୍ମେ ବୋଲି ଏହାର ସଂସ୍କୃତ ନାମ ତିନିଶ? ଏହା ବିହାର, ଓଡ଼ିଶା ଓ ମଧ୍ୟଭାରତର ଜଙ୍ଗଲରେ ମିଳେ ତିନିଶ ]] (ଦେଖ) - ]

ଦେଶଜ - ବିଶେଷଣ - ସମ୍ପାଦନା

୧. ବନ୍ଧା; ବଦ୍ଧ —୧. Confined, bound; tied
୨. ମୁଗ୍ଧ —୨. Charmed.

ମୁନିଜନ ମନ କଲେ ମୋହବ ତରୁଣ ଜନ ସ୍ୱଭାବେ ବନ୍ଧନ ପ୍ରାଚୀ ରସବାରିଧି