ବଣିଆ
- ଏକ ଜାତୀୟ ବୃକ୍ଷମାନଙ୍କର ସମଷ୍ଟି ବା ତୋଟା
- ପୁଷ୍ପବୃକ୍ଷବିଶେଷ
- ବଣିଆଁ
- ସୁନାରି ବଣିଆ; ସୁନା ରୂପାର କାରିଗର
- ପୋଟଳ ବଣିଆ; ଗନ୍ଧବଣିକ
- କୁମୁଟୀ; ବଣିକ; ବେପାରୀ
- ବୈଶ୍ୟବଣିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ଅନ୍ୟ ବୃକ୍ଷ ବାଚକ ଶବ୍ଦ ମଙ୍ଗେ ବ୍ୟବହୃତ; ଯଥା— ବେଲ ବଣିଆ, ତାଳ ବଣିଆ—)
ସମ୍ପାଦନା- ୧. ଏକ ଜାତୀୟ ବୃକ୍ଷମାନଙ୍କର ସମଷ୍ଟି ବା ତୋଟା —୧. A grove or plantation of one kind of trees.
ନୀରନ୍ଧ୍ର ନିବିଡ଼ କୀତକ ବଣିଆ ରାଧାନାଥ. ଚିଲିକା
- ୨. ପୁଷ୍ପବୃକ୍ଷବିଶେଷ —୨. Yellow flowered Hibiscus Tiliceus (Haines)
- ୩. ବଣିଆଁ (ଦେଖ) - — ୩. Beṇiāñ (See)
ଅନୁବାଦ
ସମ୍ପାଦନା(ବଣିଆଣୀ—ସ୍ତ୍ରୀ)
- ୪. ପୁଂ. (ସଂସ୍କୃତ - ବଣିକ୍)—ସୁନାରି ବଣିଆ; ସୁନା ରୁପାର କାରିଗରି —୧. Goldsmithl silversmith.
- ୫. ପୋଟଳି ବଣିଆ; ଗନ୍ଧବଣିକ —୫. Druggist.
- ୬. କୁମୁଟୀ; ବଣିକ; ବେପାରୀ —୬. A trader.
- ୭. ବୈଶ୍ୟ —୭. B&aline;i̱ṡya.