ବଡ଼
ବଡ଼
ଉଚ୍ଚାରଣ
ସମ୍ପାଦନା(ସାନ—ବିପରୀତ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ବର=ଶ୍ରେଷ୍ଠ; ସଂସ୍କୃତ - ବଡ଼୍ର+ବୃହତ୍; ମହତ୍ Apte)
ସମ୍ପାଦନା- ୧. ବୃହତ —୧. Large; big.
- ୨. ଉଦାର —୨. Liberal; magnani mous.
- ୩. ମହତ୍; ମହାନ୍ —୩. Great; noble.
- ୪. ବଯୋବୃଦ୍ଧ —୪. Older; senoir; elder.
ବଡ଼ ବୋହୁ ବଡ଼ିଆକାଙ୍କ, ସାନ ବୋହୁ ଚାକିରି ଦେଖ—ଢ଼ଗ
- ୫. ପ୍ରଧାନ; ଶ୍ରେଷ୍ଠ —୫. Superior; chief.
- ୬. ଅତ୍ୟଧିକ —୬. Excessive.
- ୭. ଉଚ୍ଚ; ଡ଼େଙ୍ଗା —୮. Tall; high.
- ୮. ପରିଣତବୟସ୍କ —୮. Major.
- ୯. ଦୃଷ୍ଟରଜା (କନ୍ୟା) —୯. Menstruated (girl); who has attained maturity.
- ୧. ଅପେକ୍ଷା ବେଶି —୧୦. More than.
ଆମ୍ୱେରୁହାକ୍ଷର ଖେଳା କଟାକ୍ଷର ଦମ୍ଭୋଚିରୁ ବଡ଼ ଦାଉ କବିସ୍ୱର୍ଯ୍ୟ. ସଙ୍ଗୀତ
- ୧୧. ଧନୀ; ବିଭବଶାଳୀ —୧୧. Rich; afflyent.
(ଯଥା—ବଡ଼ଲୋକ; ବଡ଼ ଘରର ପୁଅ)
ବିଣରବିଶେଷଣ - ଓ କ୍ରି.ବିଶେଷଣ -
ସମ୍ପାଦନା- ୧. ଅତ୍ୟନ୍ତ —୧. Verymuch.
ପ୍ରୟ ସହ ! ପରମାଦ ବଡ଼ ତୁହି ଗୋ କବିସୂର୍ଯ୍ୟ କିଶୋରୀ ଚମ୍ପୁ. ପ ଗୀତ
- ୨. ଅଧିକତରୂପେ; ଅପେକ୍ଷାକୃତ —Much more.
- ୩. ଅତ୍ୟଧିକ; ଅତ୍ୟନ୍ତ —୩. Too much; excessively.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବହୁଲୋକଙ୍କ ମଧ୍ୟରେ ସମସ୍ତଙ୍କ ଅପେକ୍ଷା ବୟସରେ ବଡ଼ —୧. The eldest of all.
ପୁଚ୍ଚିଲେ ଲୋମଶଙ୍କୁ ପାଣ୍ଡବଙ୍କ ବଡ଼ କୃଷ୍ଣସିଂହ ମହାଭାରତ ବନ
- ୨. ବୟୋବୃଦ୍ଧ ବ୍ୟକ୍ତି —୨. Elderly person.
ବଡ଼ ବଡ଼ ଗଲେ ଫସର ଫାଟି ସାନ ସାନ ଅଇଲେ ବେଶର ବାଟି—ଢ଼ଗ
(ବଡ଼ୀ—ସ୍ତ୍ରୀ)
ପ୍ରାଦେଶିକ - (ବାଲେଶ୍ୱର)ବି
ସମ୍ପାଦନା- ୧. କୁଟାରେ ତିଆରି ହୋଇ ଥିବା ନିଆଁ ହୁଳା; ନିଆଁ ବଡ଼ିଆ —୧. A bundle of straw made in to a plait for preserving fire.
- ୨. ଛଣଖାଇ (ଦେଖ) - —୨. Chhaṇakhāi (See)
- ୩. (ମେଦିନପୁର ଓ ସିଂହଭୁମ) ବି—ବର ଗଛ (ତୁଳ. ବଙ୍ଗାଳୀ - ଏହି ର୍ଥ୍ଥେ ବଡ଼) —୩. Banyan tree.
- ୪. (ସମ୍ୱଲପୁର) ବିଶେଷ୍ୟ - ପୁଂ—ଦଦେଇ; ବାପର ବଡ଼ ଭାଇ — ୪. Father's elder brother.