ଛଣଖାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଘରଚାଳର ଶେଷ ବା ନିମ୍ନରେ ଛପରବନ୍ଦି ହୋଇ ଥିବା ଛଣକୁ ଅଟକାଇ ରଖିବା ନିମନ୍ତେ ଦିଆ ଯାଇଥିବା ଲମ୍ୱ ପଟା —A long plate attached to the lower end of the thatched frame-work of a house to keep the straw in position.