ବିଶେଷ୍ୟ (ଦେଶଜ) ସମ୍ପାଦନା

  • ବଜାଇବା; ବାଦ୍ୟ ବାଦନ
  • ସ୍ପର୍ଶ କରିବା
  • ଆଘାତ
  • ମାଛ ଧରିବାର ଏକପ୍ରକାର ଚତୁଷ୍କୋଣ ଯନ୍ତ୍ର

ବିଶେଷଣ (ଦେଶଜ) ସମ୍ପାଦନା

  • ଆହତ
  • ଯାହା ବାଜେବଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଦ୍ୟ; ବାଦନ; ସଂସ୍କୃତ - ବାଜ=ନିଃସ୍ୱନ୍ଦ) ସମ୍ପାଦନା

୧. ବଜାଇବା; ବାଦ୍ୟ ବାଦନ — ୧. Striking on a musical instrument.

ଅନୁବାଦ ସମ୍ପାଦନା

୨. (ସଂସ୍କୃତ - ବଜ୍ ଧାତୁ= ଗତି କରିବା) ସ୍ପର୍ଶ କରିବା — ୨. Touching.

ଅନୁବାଦ ସମ୍ପାଦନା

୩. ଆଘାତ —୩. Stroke.
୪. ମାଛ ଧରିବାର ଏକପ୍ରକାର ଚତୁଷ୍ପୋଣ ଯନ୍ତ୍ର — ୪. A rectangular long basket trap for cathching fish.

ଅନୁବାଦ ସମ୍ପାଦନା

ବିଶେଷଣ - ସମ୍ପାଦନା

୧. ଆହତ —୧. Struck.

ବଜ୍ରବଜା ପର୍ବତ ପ୍ରାୟେ ହାତୀକୂଳ ପଡ଼ିବାରେ ଯେ ପୂରାଇଲେ ଯୁଦ୍ଧସ୍ଥଳ କୃଷ୍ଣସିଂହ. ମହାଭାରତ କର୍ଣ୍ଣ


୨. ଯାହା ବାଜେ —୨. Striking

(ଯଥା, ବଜା ଘଡ଼ି)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ବାଜା; ବାଦ୍ୟ — Musical instrument.

ପ୍ରାଦେଶିକ - (ସିଂହଭୂମ) ଅ. (ଅନ୍ୟ ଶବ୍ଦ ପରେ ଯୋଗ ହୁଏ) ସମ୍ପାଦନା

(ଅମୁକ) ବାଜିବା ବେଳ —(so and so) O' clock.