ବଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଚ୍ଚା—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବଚ୍ ଧାତୁ+କର୍ମ+ଅ. ସ୍ତ୍ରୀ. ଆ) ସମ୍ପାଦନା

୧. ଭେଷଜ ମୂଳବିଶେଷ; ବଚ (ଦେଶଜ - ୧ ଦେଖ) ୧. The sweet flag.
୨. ସାରିକା ପକ୍ଷୀ (ହିନ୍ଦୀ - ଶ) —୨. The hill myna bird.
(ବଚୀ, ବଚ୍ଚୀ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - ପୁଂ. (ଫାରାସୀ - ତୁଳ. ସଂସ୍କୃତ - ବତ୍ସ, ବତ୍ସା; ପ୍ରା. ବଚ୍ଛ; ବଚ୍ଛା) ସମ୍ପାଦନା

୧. ଶିଶୁ —୧. Infant.
୨. ପୁତ୍ର —୨. Son.

ମହନ୍ତ ମହାରାଜ କଲ୍ୟାଣ କଲେ, ଜୀତେ ରହୋ, ଜୀତେ ରହୋ, ବଚ୍ଚା ! ଉଠ ଉଠ ଫକୀରମୋହନ. ଗଳ୍ପସ୍ୱଳ୍ପ

୩. ବାଳକ —୩. Boy.
୪. ଜୀବଜନ୍ତୁଙ୍କ ଛୁଆ —୪. The young ones of animals.

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଚୁଆ (ଦେଖ) - —Bachuā (See)

ଗ୍ରାମ୍ୟ - ପ୍ରାଦେଶିକ - (କଟକ ସହର) ବିଶେଷ୍ୟ - (ଫା) ସମ୍ପାଦନା

ବୟସ୍କମାନେ ଯୁବକମାନଙ୍କୁ କରିବା ସମ୍ୱୋଧନ — (slang) Interjection addessed to young men by elders.