ବଚୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାକ; ବାଚା) ସମ୍ପାଦନା

ଏକପ୍ରକାର ଧଳା ଅଶଳ୍ଳୀ ମାଛ —

ଅନୁବାଦ ସମ୍ପାଦନା

A kind of small thin sweet water fish without scales; Entropiichthys Vacha.

[ଦ୍ରଷ୍ଟବ୍ୟ —ଏହା ମଧୁର ପାଣିରେ ରହେ; ଲମ୍ୱରେ ମୁଠୁଣିଏ ପର୍ଯ୍ୟନ୍ତ ବଢ଼େ; ଦେଖିବାକୁ ବାଳିଆ ମାଛ ପରି; ଏହାର ନିଶ ୮ଟା; ବୈଦ୍ୟକ ମତରେ ଏହା ମଧୁର ରସ, ସ୍ନିଗ୍ଧ, ଶ୍ଳେଷ୍ମକର ଓ ବାତ ପିତ୍ତ ନାଶକ]