ବଇଷ୍ଣବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବଇଷମ, ବଇଷ୍ଣେବଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - ପୁଂ. (ସଂସ୍କୃତ - ବୈଷ୍ଣବ) ସମ୍ପାଦନା

ବୈଷ୍ଣବ (ଦେଖ) - B&aline;i̱shṇaba (See)

ଦ୍ୱିନ ବଇଷ୍ଣବମାନଙ୍କୁ ପୂଜ ବିଧି—କୃଷ୍ଣସିଂହ. ମହାଭାରତ. ସଭା

[ଦ୍ରଷ୍ଟବ୍ୟ —ବ୍ୟାକରଣ ନୟମ ଅନୁସାରେ ସିନ୍ଧ 'ବଇଷ୍ଣବାଣୀ' 'ବଇଷ୍ଣବର' ସ୍ତ୍ରୀ ନୁହେ; ବଇଷ୍ଣବର ବିପରୀତ ଲିଙ୍ଗ ଆମ ସମାଜରେ 'ମାତା' 'ବାବ'ଙ୍କ ସ୍ତ୍ରୀ, କିନ୍ତୁ 'ମାତାଜୀ' ବାବାଜୀଙ୍କର ବିବାହିତା ସ୍ତ୍ରୀ ନୁହନ୍ତି ସେ ବାବାଜୀଙ୍କର ଧର୍ମପଥାଲମ୍ୱିନୀ ନାରୀ]