(ବୈରାଗିଆଣୀ—ସ୍ତ୍ରୀ)
ଗ୍ରାମ୍ୟ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ବୈରାଗୀ; ବିରାଗୀ)
ସମ୍ପାଦନା
ବୈରାଗୀ (ଦେଖ) - B&aline;i̱rāgī (See)
ଜୀଇଁବି ହେ କୃଷ୍ଣ ହୋଇଣ ବଇରାଗୀ କୃଷ୍ଣସିଂହ. ମହାଭାରତ. ଭୀଷ୍ମ
[ଦ୍ରଷ୍ଟବ୍ୟ —ବଇରାଗୀ ଶବ୍ଦ ପରେ ବିଷମ ଶବ୍ଦ ଓ ପୂର୍ବେ ବାବାଜି ଶବ୍ଦ ସହଚରରୂପେ ବ୍ୟବହୃତ ହୁଏ]