ବୈରାଗୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବିରାଗ+ଇନ୍; ୧ମା. ୧ବ) ସମ୍ପାଦନା

୧. ସଂସାର ବିରକ୍ତ ବ୍ୟକ୍ତି; —୨. A conscientious, person.
(ବୈରାଗିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ଫୁ ସମ୍ପାଦନା

୧. ଲୋକଙ୍କୁ ଦିଆଯିବା ନାମ —୧. Name given to males.
୨. ଏକ ଶ୍ରେଣୀର ଅକିଞ୍ଚନ ସାଧୁ ବା ବାବାଜି — ୨. A sect of anchorites.