ବୈରାଗୀ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବିରାଗ+ଇନ୍; ୧ମା. ୧ବ)

ସମ୍ପାଦନା
୧. ସଂସାର ବିରକ୍ତ ବ୍ୟକ୍ତି; —୨. A conscientious, person.
(ବୈରାଗିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ଫୁ

ସମ୍ପାଦନା
୧. ଲୋକଙ୍କୁ ଦିଆଯିବା ନାମ —୧. Name given to males.
୨. ଏକ ଶ୍ରେଣୀର ଅକିଞ୍ଚନ ସାଧୁ ବା ବାବାଜି — ୨. A sect of anchorites.