ବଂଶ ଚରିତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଂଶାନୁଚରିତ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ବଂଶ+ଚରିତ୍ର) ସମ୍ପାଦନା

୧. କୌଣସି ବଂଶଜାତ ବ୍ୟକ୍ତିଙ୍କର ଆଚରଣ —୧. The general character of the members of a family.
୨. କୌଣସି ବଂଶର ଧାରାବାହିକ ବିଶିଷ୍ଟତା —୨. The traditional characteristic of a family.

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

ବଂଶ ଚରିତ (ଦେଖ) - Baṁṡa charita (See)