ବଂଶ ଚରିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ଚରିତ) ସମ୍ପାଦନା

କୌଣସି କୁଳରେ ଜାତ ବ୍ୟକ୍ତିମାନଙ୍କ ଜୀବନ ବୃତ୍ତାନ୍ତ; ବଂଶର ଇତିହାସ —The history of a family.

(ବଂଶାନୁଚରିତ—ଅନ୍ୟରୂପ)

ବିଶେଷଣ - ସମ୍ପାଦନା

ବଂଶର ବ୍ୟକ୍ତିମାନଙ୍କଦ୍ୱାରା ଆଚରିତ (ରୀତି) — (practice) Followed by the members of a family.