ଫାମ୍ପଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - ସମ୍ପାଦନା

ଫମ୍ପା (ଦେଖ) - Phāmpā (See)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଫୋପାଡ଼ିବାର ଥର — A throw.

(ଯଥା—ଏକା ଫାମ୍ପଡ଼ାକେ ସେ ଚାରିଗଣ୍ଡା ଆମ୍ୱ ବିଛେଇଲା)