ଫମ୍ପା
ଫମ୍ପା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ସ୍ମ୍ଫାୟ ଧାତୁ=ସୀତା ହେବା)
ସମ୍ପାଦନା- ୧. ପୋଲା; ଅନ୍ତଃସାରଶୂନ୍ୟ; ଶୂନ୍ୟ — ୧. Hollow; empty.
- ୨. ଫୁଲୁକା —୨. Puffy.
ବିଶେଷ୍ୟ -
ସମ୍ପାଦନାସ୍ମ୍ଫୀତି; ଫୁଲା —Inflation; swelling.
(ଯଥା—ପେଟଫମ୍ପା)
ଫମ୍ପା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଫାମ୍ପରା—ଅନ୍ୟରୂପ)
ଦେଶଜ - ବିଶେଷଣ -(ସଂସ୍କୃତ - ସ୍ଫାୟ ଧାତୁ)
ସମ୍ପାଦନା- ୧. ସ୍ଫୀତ —୧. Swollen; bloated.
- ୨. ଫମ୍ପା; ପୋଲୀ —୨. Empty; hollow.