ଫମ୍ପା
ଫମ୍ପା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ସଂସ୍କୃତ - ସ୍ମ୍ଫାୟ ଧାତୁ=ସୀତା ହେବା) ସମ୍ପାଦନା
- ୧. ପୋଲା; ଅନ୍ତଃସାରଶୂନ୍ୟ; ଶୂନ୍ୟ — ୧. Hollow; empty.
- ୨. ଫୁଲୁକା —୨. Puffy.
ବିଶେଷ୍ୟ - ସମ୍ପାଦନା
ସ୍ମ୍ଫୀତି; ଫୁଲା —Inflation; swelling.
(ଯଥା—ପେଟଫମ୍ପା)
ଫମ୍ପା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
(ଫାମ୍ପରା—ଅନ୍ୟରୂପ)
ଦେଶଜ - ବିଶେଷଣ -(ସଂସ୍କୃତ - ସ୍ଫାୟ ଧାତୁ) ସମ୍ପାଦନା
- ୧. ସ୍ଫୀତ —୧. Swollen; bloated.
- ୨. ଫମ୍ପା; ପୋଲୀ —୨. Empty; hollow.