ଫଳଦାୟୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଫଳଦାୟିନୀ—ସ୍ତ୍ରୀ, ଫଳଦାୟିତା(ତ୍ୱ)—ବି]

ଦେଶଜ - ବିଶେଷଣ - (ଫଳ+ଦା ଧାତୁ+କର୍ତ୍ତ. ଇନ୍ ୧ମା. ୧ବ.) ସମ୍ପାଦନା

ଫଳଦ (ଦେଖ) - — Phaḻada (See)

କ୍ରମରେ ବୃକ୍ଷ ହୋଇ ଫଳଦାୟୀ ହୁଏ—କୃଷ୍ଣସିଂହ. ମହାଭାରତ. ଆଦି