ଫଳଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫଳଦା—ସ୍ତ୍ରୀ) 

ଫଳଦାୟକ, ପଳଦାତା—ପୁଂ, ଫଳଦାୟିକା, ଫଳଦାତ୍ରୀ—ସ୍ତ୍ରୀଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଫଳ+ଦା ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଯାହା ଫଳ ଦିଏ —Producing fruit; yielding fruit; fruitful.