ଫଳ
- ଭାଗ୍ୟ
- ପୁଣ୍ୟ
- ବୃକ୍ଷଲାତାଦିରୁ ଜାତ ଶସ୍ୟ ବା ବୀଜ ବିଶିଷ୍ଟ ବସ୍ତୁ
- ସନ୍ତାନ
- କୌଣସି କ୍ରିୟାର ପରିମାଣ; ଉତ୍ପନ୍ନ ବସ୍ତୁ
- ଫସଲ
- ଲାଭ
- ନିଷ୍ପତ୍ତି
- କାର୍ଯ୍ୟ ସିଦ୍ଧି; ଉଦ୍ଦେଶ୍ୟ ସିଦ୍ଧି
- ସମ୍ପତ୍ତି; ଧନ
- ଉନ୍ନତି; ଶ୍ରୀବୃଦ୍ଧି
- ପ୍ରୟୋଜନ; ବ୍ୟବହାର
- ସୁଖ
- ଉତ୍ତର
- ପୁରସ୍କାର
- ଢାଲ
- ଫଳକ; ତକ୍ତା; ପଟା
- ଖଣ୍ତା, ଛୁରୀଆଦି ଅସ୍ତ୍ରଶସ୍ତ୍ରର ଫଲା ବା ପାତିଆ
- ବାଣାଗ୍ର; ଶରାଗ୍ର ଲୌହ
- ଲଙ୍ଗଳ ଲୁହା; ଫାଳ
- ତ୍ରିଫଳା; ହରିଡା, ବାହାଡା ଓ ଅଅଁଳା
- ଜାଇଫଳ
- ଗଣିତ ସମସ୍ୟାର ମୀମାଂସା
- ସ୍ତ୍ରୀଋତୁ; ଆବର୍ତ୍ତ
- ଦାନ
- କ୍ଷେତ୍ରଫଳ
- ସମୀକରଣ
- ଗ୍ରହର ସମୀକରଣ
- ମିଷ୍କ; ଅଣ୍ତକୋଷ
- ଆବୁ; ଦେହଉପରେ ଉତ୍ପନ୍ନ ବର୍ତ୍ତୁଳାକାର ମାଂସଖଣ୍ତ
- କୌଣସି କାର୍ଯ୍ୟର ଦଣ୍ତ ବା ପୁରସ୍କାର
- କଙ୍କାଳ
- ଗ୍ରହମାନଙ୍କ ବିଶିଷ୍ଟ ଅବସ୍ଥିତି ବା ଯୋଗର ସୁଖ ବା ଦୁଃଖ ଆଦି ପରିଣାମ
- ପଶାକାଠିରେ ଅଙ୍କିତ ବିନ୍ଦୁ ବା ଚିହ୍ନ
- ପ୍ରତିଫଳ; ପ୍ରତୀକାର
- ପ୍ରଭାବ
- ସଂସାରରେ ଶୁଭକର୍ମର ପରିଣାମ
- ପୂର୍ବଜନ୍ମକୃତ କର୍ମର ଇହଜନ୍ମରେ ଅନୁଭୂତ ସୁଖଦୁଃଖାଦି
- କକ୍କୋଳ
- ମୂଳଧନ ଖଟାଇବାଦ୍ଵାରା ମିଳିବା ଲାଭ ବା ସୂଧ
- ସନ୍ତାନ ସନ୍ତତି
- ତ୍ରୈରାଶିକରେ ଦ୍ଵିତୀୟ ସଂଖ୍ୟା
- କୁଟଜ; ପିତାକୋରୁଆଫଳ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବି—(ଫଳ୍ ଧାତୁ+କର୍ତ୍ତ. ଅ)
ସମ୍ପାଦନା- ୧. ବୃକ୍ଷଲତାଦିରୁ ଚଜାତ ଶସ୍ୟ ବା ଜୀବ ବିଶିଷ୍ଟ ବସ୍ତୁ —୧. Fruit.
[ଦ୍ରଷ୍ଟବ୍ୟ —ଗଛ ଆଦିରେ ପ୍ରଥମ ଫୁଲ ଧରେ ଓ ପରେ ତହିଁରୁ ଫଳ ଉତ୍ପନ୍ନ ହୁଏ ବୈଜ୍ଞାନିକ ଦୃଷ୍ଟିରେ ବୀଜ ଓ ବୀଜକୋଷରୁ ଫଳ ବୋଲାଯାଏ; କିନ୍ତୁ ଲୋକବ୍ୟବହାରରେ ଫଳରେ ଥିବା ମଞ୍ଜିକୁ ବୀଜ ଓ ଧାନ, ଗହମ ଆଦିକୁ ଶସ୍ୟ ବୋଲାଯାଏ କୌଣସି କୌଣସି ଫଳରେ ଗୋଟିଏ ମାତ୍ର ବୀଜ ଥାଏ; କୌଣସି କୌଣସି ଫଳରେ ଏକାଧିକ ବୀଜ ଥାଏ ଓ ଛୁଇଁ ଆଦିରେ ବହୁ ବୀଜ ଥାଏ]
- ୨. ସନ୍ତାନ —୨. Offspring.
- ୩. କୌଣସି କ୍ରିୟାରେ ପରିମାଣ; ଉତ୍ପନ୍ନ ବସ୍ତୁ — ୩. Result; consequence; effect.
- ୪. ଫସଲ —୪. Crop.
- ୫. ଲାଭ —୫. Gain; acquisition; benefit.
- ୬. ନିଷ୍ପତ୍ତି —୬. Settlement.
- ୭. କାର୍ଯ୍ୟ ସିଦ୍ଧି; ଉଦ୍ଦେଶ୍ୟ ସିଦ୍ଧି — ୭. Fulfilment; accomplishment.
- ୮. ସମ୍ପତ୍ତି; ଧନ —୮. Riches.
- ୯. ଉନ୍ନତି; ଶ୍ରୀବୃଦ୍ଧି —୯. Affluence; blessing; prosperity.
- ୧. ପ୍ରୟୋଜନ; ବ୍ୟବହାର — ୧୦. Necessity; utility; use.
- ୧୧. ସୁଖ —୧୧. Happiness.
- ୧୨. ଉତ୍ତର —୧୨. Answer; reply.
- ୧୩. ପୁରସ୍କାର —୧୩. Reward; recompense.
- ୧୪. ଢାଲ —୧୪. Shield.
- ୧୫. ଫଳକ; ତକ୍ତା; ପଟା —୧୫. Plate; plank.
- ୧୬. ଖଣ୍ଡା; ଛୁରୀଆଦି ଅସ୍ତ୍ରଶସ୍ତ୍ରର ଫଲା ବା ପାତିଆ — ୧୬. Blade of a weapon.
- ୧୭. ବାଣାଗ୍ର; ଶରାଗ୍ର ଲୌହ — ୧୭. The head of an arrow; dart; barb.
- ୧୮. ଲଙ୍ଗଳ ଲୁହା; ଫାଳ —୧୮. Ploughshare.
- ୧୯. ତ୍ରିଫଳା; ହରିଡ଼ା, ବାହାଡ଼ା ଓ ଅଅଁଳା — ୧୯. The three myrobalans.
- ୨. ଜାଇଫଳ —୨୦. Nutmeg.
- ୨୧. ଗଣିତ ସମସ୍ୟାରେ ମୀମାଂସା —୨୧. The solution or result of a mathematical problem or calculation.
(ଯଥା—୧ ଯୋଗଫଳ —୧. Sun; total.:୨. ବିୟୋଗ— ଫଳ —୨. Difference. :୩. ଗୁଣଫଳ —୩. Product.
- ୪. ଭାଗଫଳ —୪. Quotient.)
- ୨୨. ସ୍ତ୍ରଋତୁ; ଆବର୍ତ୍ତ —୨୨. Menses.
- ୨୩. ଦାନ —୨୩. Gift; present.
- ୨୪. କ୍ଷେତ୍ରଫଳ —୨୪. Area.
- ୨୫. (ବୀଜ ଗଣିତ) ସମୀକରଣ —୨୫. Euquation.
- ୨୬. (ଜ୍ୟୋତିଷ) ଗ୍ରହର ସମୀକରଣ — ୨୬. (Astrology) The equation of a planet.
- ୨୭. ମୁଷ୍କ; ଅଣ୍ଡକୋଷ —୨୭. Testicle; scrotum.
- ୨୮. ଆବୁ; ଦେହଉପରେ ଉତ୍ପନ୍ନ ବର୍ତ୍ତକାଳର ମାଂସଖଣ୍ଡ — ୨୮. Tumour.
- ୨୯. କୌଣସି କାର୍ଯ୍ୟରେ ଦଣ୍ଡ ବା ପୁରସ୍କାର — ୨୯. The reward or punishment for an action.
- ୩. କଙ୍କାଳ (ହିନ୍ଦୀ - ଶ.) —୩୦. Skeleton.
- ୩୧. (ଫଳିତ ଜ୍ୟୋତିଷ) ଗ୍ରହମାନଙ୍କ ବିଶିଷ୍ଟ ଅବସ୍ଥିତି ବା ଯୋଗର ସୁଖ ଦୁଃଖ ଆଦି ପରିମାଣ — ୩୧. (Astrology) The effect (good or bad) of certain conjunction or position ,of planets.
- ୩୨. ପଶାକାଠିରେ ଅଙ୍କିତ ବିନ୍ଦୁ ବା ଚିହ୍ନ (ହିନ୍ଦୀ - ଶ.) — ୩୨. The points drawn on a die.
- ୩୩. ପ୍ରତିଫଳି; ପ୍ରତୀକାର (ହିନ୍ଦୀ - ଶ.) — ୩୩. Requital; retribution; remedy.
- ୩୪. ପ୍ରଭାବ (ହିନ୍ଦୀ - ଶ.) —୩୪. Influence.
- ୩୫. (ଦର୍ଶନ ଶାସ୍ତ୍ର) ସଂସାରରେ ଶୁଭକର୍ମର ପରିଣାମ (ଯଥା—ଧର୍ମ, ଅର୍ଥ, କାମ, ମୋକ୍ଷ) (ହିନ୍ଦୀ - ଶ.) —୩୫. (Philosophy) The fourfold result of one's good actions in the worcld; summum bonum of human existence.
- ୩୬. ପୂର୍ବଜନ୍ମକୃତ କର୍ମର ଇହଜନ୍ମରେ ଅନୁଭୂତ ସୁଖଦୁଃଖାଦି (ହିନ୍ଦୀ - ଶ.) —୩୬. The result of one's acts in a previous existence.
- ୩୭. (ବୈଦିକ) କକ୍କୋଳ (ହିନ୍ଦୀ - ଶ.) (ଦେଖ) - ୩୭. kakkoḻa (See)
- ୩୮. ମୂଳଧନ ଖଟାଇବାଦ୍ୱାରା ମିଳିବା ଲାଭ ବା ସୁଦ — ୩୮. Profit or interest on capital (Apte)
- ୩୯. ସନ୍ତାନ ସନ୍ତତି —୩୯. Progeny (Apte).
- ୪. ତ୍ରୈରାଶିକରେ ଦ୍ୱିତୀୟ ସଂଖ୍ୟା —୪୦. The second term in a rule of three sum (Apte)
୪୧: କୁଟଜ; ପିତାକୋରୁଆ (ହିନ୍ଦୀ - ଶ.) — ୪୧. Wrightea Anteddsenterica (creeper)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଭାଗ୍ୟ —୧. Good luck.
କର୍ମ ଅବଳକୁ କୁବୁଜା ଫଳକୁ କଂଶ ନୃପତ ବଳକୁ ଗଲେ ଦୀନକୃଷ୍ଣ, ରସକଲ୍ଲୋଳ
- ୨. ପୂଣ୍ୟ —୨. Religious merit.
ଏମନ୍ତ ହିଜଙ୍କୁ କନକ ଶୃଙ୍ଗୀ ଗାଈ ଶହେଟି ଦେଲେ ଯେଉଁ ଫଳଟି ହୁଅଇ କୃଷ୍ଣସିଂହ, ମହାଭାରତ ଆଦି