ବିଶେଷ୍ୟ (ବୈଦେଶିକ) ସମ୍ପାଦନା

  • ଅବଲମ୍ବନ; ଆଶ୍ରୟ
  • ଜୀବିକା
  • ଜୀବିକା ନିର୍ବାହର ଉପାୟ, ବୃତ୍ତି
  • ଉପାୟ
  • ଯୋଗାଡ଼; ଆୟୋଜନ
  • ଫିକର; କୌଶଳ
  • ଜାଲ; ଫାନ୍ଦ
  • କୂଟ ନୀତି
  • ଖନ୍ଦ; ଫସଲ
  • ପସରା

ବିଶେଷଣ (ବୈଦେଶିକ) ସମ୍ପାଦନା

  • ଛନ୍ଦାଛନ୍ଦିଫନ୍ଦା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଫନ୍ଦି—ଅନ୍ୟରୂପ)

ବୈଦେଶିକ - ବି—(ଆରବୀ - ଫନ୍= କଟୁ କୌଶଳ; ଫନ୍ଦ୍= ଫାନ୍ଦ, ଜାଲ, ଚାତୁରୀ; ତୁଳ. ସଂସ୍କୃତ - ବନ୍ଧ) ସମ୍ପାଦନା

୧. ଅବଲମ୍ୱନ; ଆଶ୍ରୟ — ୧. Refuge; shelter.

ମୋର ଛଇଳାମଣି ସବୁ ଫନ୍ଦା ଭଞ. ପ୍ରେମ ସୁଧାନିଧି

୨. ଜୀବିକା —୨. Livelihood.
୩. ଜୀବିକା ନିର୍ବାହର ଉପାୟ, ବୃତ୍ତି — ୩. Profession; means of living; occupation.


ରେ କିଶୋରୀ ଫନ୍ଦାଧନ ତୁ ତ ମୋର କବିସୂର୍ଯ୍ୟ. କିଶୋରୀ ଚମ୍ପୁ ଫ. ଗୀତ

୪. ଉପାୟ —୪. Means.
୫. ଯୋଗାଡ଼; ଆୟୋଜନ —୫. Preparation.

ହରାପରାଧୀ ଦୁର୍ଜର ନାରାଜ ରାଜିରେ ମୋର ପରାଭବ ଏକା କଲେ ଫନ୍ଦା କବିସୂର୍ଯ୍ୟ. ସଙ୍ଗୀତ

୬. ଫିକର; କୌଶଳ —୬. Artifice; tact.
୭. ଜାଲ; ଫାନ୍ଦ —୭. Snare; net.
୮. କୂଟ ନୀତି —୮. Policy; diplomacy.

କାହାର ନାହିଁ ଏଥି କେହି ମାୟାର ଫନ୍ଦା ବନ୍ଧୁ ଭାଇ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟା

୯. ଖନ୍ଦ; ଫସଲ —୯. Crop.

ଗୋରୁ ଛାଡ଼ି ଦେଇ ଫନ୍ଦା ଉଜା଼ଡ଼ ଫକୀରମୋହନ. ଛମାଣ ଆଠଗୁଣ୍ଠ

୧. ପସରା —୧୦. Shop; an exhibition of the commodities in a shop.

ଘନ ଘନନାର ଘନ ଜଘନ କି କାମ ବଣିଜର ଫନ୍ଦା ରାଧାନାଥ. ଯଯାତି

ବିଶେଷଣ - ସମ୍ପାଦନା

ଛନ୍ଦାଛନ୍ଦି —Intert wined.

ସେ ଯୁଦ୍ଧରେ ଦୁହେଁ ହାତକୁ ହାତ ଫନ୍ଦା କୃଷ୍ଣସିଂହ. ମହାଭାରତ. ବନ