ବିଶେଷ୍ୟ (ସଂସ୍କୃତ) ସମ୍ପାଦନା

  • ନାଗ ଆଦି ସର୍ପଙ୍କ ଫେଣା
  • ଦନ୍ତ
  • ପ୍ରତାରଣା

ବିଶେଷଣ (ଦେଶଜ) ସମ୍ପାଦନା

  • ଫାଟଯୁକ୍ତ; ଫାଟି ଯାଇଥିବା
  • ଚିରା
  • ଦଦରା; ଭଙ୍ଗା
  • ଅକାମିକା
  • ହୀନ; ନୀଚ; ହେୟ; ତୁଚ୍ଛ
  • ଯେ ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରେ
  • ବାଚାଳଫଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଫଟ+ଆ) ସମ୍ପାଦନା

୧. ନାଗଆଦି ସର୍ପଙ୍କ ଫେଣା — ୧. Expanded hood of venomous snakes.
୨. ଦନ୍ତ (ଜ୍ଞାନେନ୍ଦ୍ର) —୨. Tooth; fang.
୩. ପ୍ରତାରଣା (ଜ୍ଞାନେନ୍ଦ୍ର) —୩. Deceit.

ଅନୁବାଦ ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ସ୍ଫୁଟ୍ ଧାତୁ) ସମ୍ପାଦନା

୧. ଫାଟଯୁକ୍ତ; ଫାଟି ଯାଇଥିବା — ୧. Cracked.
୨. ଚିରା —୨. Torn.
୩. ଦଦରା; ଭଙ୍ଗା —୩. Broken.
୪. ଅକାମିକା —୪. Worthless.
୫. ହୀନ; ନୀଚ; ହେୟ; ତୁଚ୍ଛ — ୫. Despicable; mean; ignoble.
(ଫଟେଇ—ସ୍ତ୍ରୀ) 
୬. (ପୁଂ) ଯେ ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରେ — ୬. Pertinacious; asking questions with persistence.
୭. ବାଚାଳ —୭. Talkative.