ପ୍ରବେଶ
ପ୍ରବେଶ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ପ୍ରବିଷ୍ଟ, ପ୍ରବେଶ୍ୟବିଣ
ସଂସ୍କୃତ - ବିଶେଷ୍ୟ - (ପ୍ର+ବଶ୍ ଧାତୁ=ଭିତରକୁ ଯିବା+ଭାବ. ଅ) ସମ୍ପାଦନା
- ୧. ଅନ୍ତର୍ନିବେଶ, ଭିତରକୁ ଯିବା —୧. Entry; going inside; entrance; ingress; admission; introduction.
- ୨. ଭିତରକୁ ଗଳିଯିବା; ପଶିଯିବା —୨. Penetration.
- ୩. କୌଣସି ବିଷୟରେ ବେଶ, ରୂପେ ନିବିଷ୍ଟ ହେବା — ୩. Deep engagement in any matter.
- ୪. ଶାସ୍ତ୍ରାଦିରେ ଅଧିକାର ବା ପଟୁତା — ୪. Proficiencyu in any branch of learning.
- ୫. (+ କରଣ. ଅ) ବାଟ; ପଥ —୫. Way; path
ଦେଶଜ - ବିଶେଷ୍ୟ - ସମ୍ପାଦନା
ଭୁତ ଓ ଦେବତାଙ୍କର ମନୁଷ୍ୟଠାରେ ଆବେଶ Being possessed by a spirit or Deity.
ଗ୍ରାମ୍ୟ - ବିଶେଷଣ -(ସଂସ୍କୃତ - ପ୍ରବିଷ୍ଟ) ସମ୍ପାଦନା
ପ୍ରବିଷ୍ଟ (ଦେଖ) - Prabishṭa (See)