ପ୍ରବିଷ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପ୍ରବେଶିତ—ଣିଜନ୍ତନିଷ୍ପନ୍ନ ରୂପ)

ସଂସ୍କୃତ - ବିଶେଷଣ - (ପ୍ର+ବିଶ୍ ଧାତୁ +କର୍ତ୍ତୃ. ତ) ସମ୍ପାଦନା

୧. ଯାହା ଭିତରକୁ ପ୍ରେବଶ କରିଅଛି — ୧. Entered into; gone into.
୨. ନିଯୁକ୍ତ; ଅଭିନିବିଷ୍ଟ — ୨. Engaged in; occupied with.
୩. ଅନ୍ତର୍ଗତ —୩. Internal.