ପାଲ୍ୟ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବି—(ପାଳିଧାତୁ+କର୍ମ. ଯ)

ସମ୍ପାଦନା

ପାଳନୀୟ (ଦେଖ) - Pāḻanīya (See)

ଦେଶଜ - ବିଶେଷଣ -

ସମ୍ପାଦନା

ପାଳିତ (ଦେଖ) - —Pāḻita (See)

ପାଲ୍ୟ ଯାହାର ନୋହୁ ତାହାର ଆଉ କାହାର ପ୍ରିୟ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି