ପାଳନୀୟ

ଉଚ୍ଚାରଣ

ସମ୍ପାଦନା
(ପାଳନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁ.—(ପାଳି. ଧାତୁ+କର୍ମ. ଅନୀୟ)

ସମ୍ପାଦନା

ରକ୍ଷଣୀୟ ପାଳିବାର ଯୋଗ୍ୟ (ପାଳିବାର ଭିନ୍ନ ଭିନ୍ନ ଅର୍ଥରେ ପ୍ରଯୁଯ୍ୟ) —Fit to be protected, tended reared up, observed, followed etc (See Pāḻibā)