ପହଞ୍ଚେଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

[ ପହୁଞ୍ଚା(ଞ୍ଚେ)ଇବ—ଅନ୍ୟରୂପ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ପ୍ର+ଅଞ୍ଚ ଧାତୁ)

ସମ୍ପାଦନା

ପହଞ୍ଚିବା କ୍ରିୟାର ଣିଜନ୍ତ ରୂପ —The causative form of pahan̄chibā

୧. ଉପସ୍ଥିତ କରାଇବା; ଉପନୀତ କରାଇବା — ୧. To cause to arrive at.
୨. ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବହି ନେବା — ୨. To convey or carry from one place to another place.
୩. (ଦୋଳିକୁ) ଝୁଲାଇବା — ୩. To rock (a swing).

(ଯଥା—ଦୋଳି ପହଞ୍ଚିଇବା, ପଇତା ପହଞ୍ଚିଇବ)

୪. ପଞ୍ଚାଇବା (ଦେଖ) - —୪. Pan̄chāibā (See)