ପଶୁପାଳକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ପଶୁ+ ପାଳକ) ସମ୍ପାଦନା

ପଶୁପାଳ (ଦେଖ) - —Paṡupāḻa (See)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଷ୍ପ ଓ ପାଳକ) ସମ୍ପାଦନା

ଜଗନ୍ନାଥ ଓ ଲିଙ୍ଗରାଜଆଦି ମହାପ୍ରଭୁଙ୍କ ସେବକ ବିଶେଷ —A class of ṡebakas of the Deities, Jagannāth (of Puri and Liṅgarāja (of Bhubanewar)

[ଦ୍ରଷ୍ଟବ୍ୟ —ଏମାନେ ଦର୍ପଣ ଦେଖାଇ ଶ୍ରୀମୁଖ ପ୍ରକ୍ଷାଳନ ଦାନ୍ତକାଠୀ ଲାଗି, ଆଚମନ, ଧୂପ ଦୀପ ସହିତ ଶ୍ରୀମୁଣ୍ଡିରେ ପଞ୍ଚାମୃତ ସ୍ନାନ ସୁଗନ୍ଧି ଅଏଁଳା ଲାଗି ଇତ୍ୟାଦି କରାଇବେ ଜଗବନ୍ଧୁ ପ୍ରାଚୀନ ଉତ୍କଳ

ଏମାନେ ରଥ ଉପରେ ଠାକୁରଙ୍କୁ ଭୋଗ ଲଗାନ୍ତି ଓ ଦେବତା— ମାନଙ୍କୁ ବେଶ ଲାଗି କରନ୍ତି]