ପଶୁପାଳ

ଉଚ୍ଚାରଣ

ସମ୍ପାଦନା
(ପଶୁପାଳା—ସ୍ତ୍ରୀ) 

(ପଶୁପ, ପଶୁପାଳକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷ୍ଠୀ ତତ୍; ପଶୁ+ ପାଳ)

ସମ୍ପାଦନା

ପଶୁମାନଙ୍କୁ ପାଳନ କରିବା ବ୍ୟକ୍ତି; ପଶୁଜଗୁଆଳ — One who tends or rears cattle; herdsman.