ପରିସିଧି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଗ୍ରାମ୍ୟ - (ପ୍ରାଚୀନ ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ପ୍ରସିଦ୍ଧି)

ସମ୍ପାଦନା

ପ୍ରସିଦ୍ଧି (ଦେଖ) - Prasiddhi (See)

=== ବିଶେଷଣ - (ସଂସ୍କୃତ - ପ୍ରସିଦ୍ଧ)

ପ୍ରସିଦ୍ଧ; ବିଖ୍ୟାତ —Celebrated.

ଯେଉଁ ଅବତାରେ ଯେଉଁ ଯାଥାବିଧି ସେ ଯେ ଆଗମେ ନିଗମେ ପରିସିଧି ପ୍ରାଚୀ ରସବାରିଧି