ପ୍ରସିଦ୍ଧି

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ପ୍ର+ସିଧ୍ ଧାତୁ=ଖ୍ୟାତ ହେବା+ଭାବ. ତି)

ସମ୍ପାଦନା
୧. ଖ୍ୟାତି; ପ୍ରତିପତ୍ତି — ୧. Fame; renown; celebrity.
୨. ଭୂଷା; ଅଳଙ୍କାର —୨. Ornament; decoration.
୩. ସିଦ୍ଧି —୩. Fulfilment; accomplishment.