ପଦ
- ଚରଣ; ଗୋଡ଼
- ତଳିପା; ପାଦ
- ପଦଚିହ୍ନ
- ଲକ୍ଷ୍ୟ
- ବାଚକ ଶବ୍ଦ; ବିଭକ୍ତିଯୁକ୍ତ ଶବ୍ଦ
- ଅବସ୍ଥାନ; ସ୍ଥାନ
- ଶ୍ଳୋକର ଚରଣ; ଶ୍ଳୋକର ପାଦ
- ଉପାଧି; ପଦବୀ
- ଆଧିପତ୍ୟ
- ଚିହ୍ନ
- ସମ୍ମାନସୁଚକ ଅଧିକାର; ଚାକିରି
- ଐଶ୍ଵର୍ଯ୍ୟ; କ୍ଷମତା
- ସମ୍ମାନ; ମର୍ଯ୍ୟାଦା; ଗୌରବ
- ଛଳ; କପଟ
- ନିନ୍ଦା, ପ୍ରଶଂସା ଆଦିର ବିଷୟ
- ପ୍ରକରଣ; ଗ୍ରନ୍ଥର ବିଭାଗ
- ବାକ୍ୟ
- ବସ୍ତୁ; ପଦାର୍ଥ
- କିରଣ
- ଚତୁର୍ଥାଂଶ
- ଯୋଗ୍ୟତା ଅନୁସାରେ କୌଣସି ବ୍ୟକ୍ତିର ସ୍ଥାନ
- ମୋକ୍ଷ; ନିର୍ବାଣ; ମୁକ୍ତି
- ପ୍ରଦେଶ
- ଈଶ୍ଵରଭକ୍ତି ସମ୍ବନ୍ଧୀୟ ଗୀତ; ଭଜନ; ପଦ୍ୟରେ ରଚିତ ସ୍ତବ
- ପହଣ୍ତ
- ଛାପ
- ସମ୍ମାନସୂଚକ ପଦବୀ ବା ଉପାଧି
- ଆଧାର
- ବାହାନା
- ବର୍ଗମୂଳ
- ରକ୍ଷା; ଆଶ୍ରୟ
- ପଶା ବା ସତରଞ୍ଜ ପାଲୀର ଘରା
- ବାକ୍ୟର ଅଂଶ
- କ୍ଷେତ୍ର
- ଗୀତ
- ପଦ୍ୟ
- ଗାରଡି ମନ୍ତ୍ର
- ଆଦେଶ
- ମାର୍ଗ; ପଥ
- ବାହନ
- ପଦ୍ମନାଭର ଡାକ ନାମପଦ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ପଦ୍ ଧାତୁ=ଗମନ କରିବା+ କରଣ. ଅ)
ସମ୍ପାଦନା- ୧. ଚରଣ; ଗୋଡ଼ —୧. Leg.
- ୨. ତଳିପା; ପାଦ —୨. Foot; sole of the foot.
- ୩. ପଦଚିହ୍ନ —୩. Foot print.
- ୪. ଲକ୍ଷ୍ୟ —୪. Aim.
- ୫. (ବ୍ୟାକରଣ) ବାଚକ ଶବ୍ଦ; ବିଭକ୍ତିଯୁକ୍ତ ଶବ୍ଦ — ୫. An inflected word; a word derived from a root.
[ଦ୍ରଷ୍ଟବ୍ୟ —ଶବ୍ଦରେ ବିଭକ୍ତି ଯୁକ୍ତ ହେଲେ ତାହାକୁ ପଦ ବୋଲାଯାଏ]
- ୬. ଅବସ୍ଥାନ; ସ୍ଥାନ —୬. Spot; station.
- ୭. ଶ୍ଲୋକର ଚରଣ; ଶ୍ଲୋକର ପାଦ — ୭. Foor of a verse; quarter of verse.
- ୮. ଉପାଧି; ପଦବୀ — ୮. Rank; title; position in life.
- ୯. ଆଧିପତ୍ୟ —୯. Mastery.
- ୧. ଚିହ୍ନ —୧୦. Trace; mark.
- ୧୧. ସମ୍ମାନସୂଚକ ଅଧିକାର; ଚାକିରି — ୧୧. Office; employment.
- ୧୨. ଐଶ୍ୱର୍ଯ୍ୟ; କ୍ଷମତା —୧୨. Power; affluence.
- ୧୩. ସମ୍ମାନ; ମର୍ଯ୍ୟାଦା; ଗୌରବ —୧୩. Dignity.
- ୧୪. ଛଳ; କପଟ —୧୪. Guile; deceit.
- ୧୫. ନିନ୍ଦା; ପ୍ରଶଂସା ଆଦିର ବିଷୟ — ୧୫. Subject; object of praise or blame.
- ୧୬. ପ୍ରକରଣ; ଗ୍ରନ୍ଥର ବିଭାଗ —୧୬. Chapter.
- ୧୭. ବାକ୍ୟ —୧୭. Sentence.
- ୧୮. ବସ୍ତୁ; ପଦାର୍ଥ —୧୮. Article; thing.
- ୧୯. କିରଣ —୧୯. Ray of light.
- ୨. ଚତୁର୍ଥାଂଶ —୨୦. Quarter; a fourth part.
- ୨୧. ଯୋଗ୍ୟତା ଅନୁସାରେ କୌଣସି ବ୍ୟକ୍ତିର ସ୍ଥାନ (ହିନ୍ଦୀ - ଶ) — ୨୧. Position according to one's fitness.
- ୨୨. ମୋକ୍ଷ; ନିର୍ବାଣ; ମୁକ୍ତି (ହିନ୍ଦୀ - ଶ) — ୨୨. Final beatitude; salvation.
- ୨୩. ପ୍ରଦେଶ (ହିନ୍ଦୀ - ଶ) — ୨୩. Province; part of a country.
- ୨୪. ଈଶ୍ୱରଭକ୍ତ ସମ୍ୱନ୍ଧୀୟ ଗୀତ; ଭଜନ; ପଦ୍ୟରେ ରଚିତ ସ୍ତବ — ୨୪. Hymn; prayer in verse.
- ୨୫. ପହଣ୍ଡ —୨୫. Step; pace; stride. (Apte).
- ୨୬. ଛାପ —୨୬. Impression. (Apte).
- ୨୭. ସମ୍ମାନସୂଚକ ପଦବୀ ବା ଉପାଧି — ୨୭. Dignty; honorific title.
- ୨୮. ଆଧାର —୨୮. Receptacle. (Apte).
- ୨୯. ବାହାନା —୨୯. Pretext. (Apte).
- ୩. (ଗଣିତ) ବର୍ଗମୂଳ — ୩୦. (arithmetic) Square root. (Apte).
- ୩୧. ରକ୍ଷା; ଆଶ୍ରୟ — ୩୧. Protection; preservation. (Apte).
- ୩୨. ପଶା ବା ସତରଞ୍ଜ ପାଲୀର ଘରା — ୩୨. A square or house on a chess-board. (Apte) .
- ୩୩. ବାକ୍ୟର ଅଂଶ — ୩୩. Part of a sentence. (Apte).
- ୩୪. କ୍ଷେତ୍ର —୩୪. A plot of ground. (Apte).
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଗୀତ —୧. Song.
- ୨. ପଦ୍ୟ —୨. Poetry.
- ୩. ଗାରଡ଼ି ମନ୍ତ୍ର —୩. Charm; magical sentence or incantation; estoteric or magical formula
- ୪. ଆଦେଶ —୪. Order.
- ୫. ମାର୍ଗ; ପଥ —୫. Path.
ପାପ ପଦେ ଦେବ ଧର୍ମେ ଦେଲୁ ପୁଷ୍ପା଼ଞ୍ଜଳି—ଚିନ୍ତାମଣି, ବିକ୍ରମାଦିତ୍ୟ
- ୬. ବାହାନ —୬. Conveyance.
କରୁଣାସାଗର କମ୍ୱୂ ଚକ୍ରଧର— ପଦ ପରା ପରକାଶେ ସେ କାମିନୀ ଦୀନକୃଷ୍ଣ, ରସକଲ୍ଲୋଳ
- ୭. ପଦ୍ମନାଭର ଡାକ ନାମ — ୭. Name for calling Padmanābha.