ପଡ଼ି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ ଧାତୁ)

ସମ୍ପାଦନା
୧. କୌଣସି ଲୋକର ଭରଣପୋଷଣାର୍ଥ ଦିଆଯିବା ଦୈନିକ ଖଞ୍ଜା ଧାନ୍ୟ ବା ଖାଦ୍ୟସାମଗ୍ରୀ —୧. Daily quota of paddy or provisions supplied for the maintenance of a person; a dole; a daily ration.
୨. ଗୀତରେ ଶେଷରେ ବୋଲାଯିବା ଅନ୍ୟ ରାଗାତ୍ମକ ପଦ — ୨. The diverted refrain of a song.


୩. ଏକ ଜଣର ଉପଯୁକ୍ତ ଖାଦ୍ୟ ତଣ୍ଡୁଳାଦି; ସଞ୍ଜା — ୩. Victuals sufficient for one person.

ତା ପଡ଼ି ତୋର କୋଠୁଁ ଦେଉ ଅକର୍ମ ଦାନୀ ତୁ ବୋଲାଉ ଭୂପତି. ପ୍ରେମପଞ୍ଚାମୃତ

ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ)ବି

ସମ୍ପାଦନା

ପରି (ଦେଖ) - Pari (see)