ପରି
ପରି
ଉଚ୍ଚାରଣ
ସମ୍ପାଦନା=== ସଂସ୍କୃତ - ଅ. (ଉପସର୍ଗ) (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ଇ; ଯାହା ଧାତୁର ପୂର୍ବରେ ବସି ଅର୍ଥ ପୂରଣ କରେ) — A prefix used in the following senses.
- ୧. ସମ୍ପୂର୍ଣ୍ଣ ରୂପେ; ସର୍ବତୋଭାବରେ — ୧. Completely.
ଯଥା—ପରିଚ୍ଛଦ; ପରିଣୟ, ପରିତ୍ୟାଗ
- ୨. ଚତୁର୍ଦ୍ଦିଗରେ —୨. On all sides; around.
ଯଥା—ପରିକ୍ରମା, ପରିକ୍ଷିପ୍ତ, ପରିବ୍ୟପ୍ତ
- ୩. ଅତିଶୟ; ଅତ୍ୟନ୍ତ —୩. Very much.
ଯଥା—ପରିସ୍ନାନ, ପରିଶ୍ରମ, ପରିକୃଶ
- ୪. କ୍ରମଶଃ; ବାରମ୍ୱାର —୪. Repeatedly; gradually.
ଯଥା—ପରିଚ୍ଛଦ; ପରିବେଷଣ
- ୫. ଭାଗ —୫. Part.
- ୬. ଦୋଷ କୀର୍ତ୍ତନ —୬. Speaking evil of others.
ଯଥା—ପରିବାଦ, ପରିପନ୍ଥୀ, ପରିଭାଷଣ
- ୭. ଶେଷ —୭. End.
ଯଥା—ପରିପାକ
- ୮. ପ୍ରସାଧନ; ଭୂଷଣ —୮. Decoration.
ଯଥା—ପରିକର୍ମ
- ୯. ଶୋକ —୯. Sorrow.
ଯଥା—ପରିଦେବନ
- ୧. ପୂଜା —୧୦. Worship.
ଯଥା—ପରିଚର୍ଯ୍ୟା
- ୧୧. ଚିହ୍ନ; ସଙ୍କେତ —୧୧. Sign; indication.
ଯଥା—ପରିଭାଷା
- ୧୨. ସମ୍ୟକ୍; ବିଶେଷ ଭାବରେ —୧୨. Greatly.
ଯଥା—ପରିତାପ, ପରିପୂର୍ଣ୍ଣ, ପରିଗଣନ
- ୧୩. ବ୍ୟାପ୍ତି —୧୩. Diffusion.
ଯଥା—ପରିସର
- ୧୪. ସର୍ବତ୍ର —୧୪. At all places.
ଯଥା—ପରିପ୍ଳୁତ
- ୫. ବୀପ୍ସା —୧୫. Repetition.
ଯଥା—ପରିହାସ
- ୧୬. ବର୍ଜନ; ତ୍ୟାଗ —୧୬. Abandonment.
ଯଥା—ପରିହାର
- ୧୭. ଆଲିଙ୍ଗନ —୧୭. Embracing.
ଯଥା—ପରିରମ୍ଭ
- ୧୮. ନିରସନ —୧୮. Refutation.
- ୧୯. ଗାଢ଼ —୧୯. Deep.
ଯଥା—ପରିଷ୍ୱଙ୍ଗ
- ୨. ଅଭିମୂଖ —୨୦. Facing.
ଯଥା—ପରିଗ୍ରାମ
- ୨୧. ବ୍ୟାଧି —୨୧. Sickness.
- ୨୨. ସହ; ପଶ୍ଚାତ୍ —୨୨. With; after.
ଯଥା—ପରିଚର
- ୨୩. ପ୍ରତି ବଦଳ —୨୩. Exchange.
ଯଥା—ପରିଦାନ, ପରିଶୋଧ
- ୨୪. କ୍ଷୁଦ୍ର —୨୪. Small.
ଯଥା—ପରିକଥା
- ୨୫. ପୂନର୍ବାର —୨୫. Again.
ଯଥା—ପରିକ୍ରୟ
- ୨୬. ଉପରି —୨୬. Above. over.
ଯଥା—ପରିକେଶ; ପରିଘୋଷ
- ୨୭. ନିବୃତ୍ତ —୨୭. Cessation.
ଯଥା—ପରିକାଙ୍କ୍ଷିତ
- ୨୮. ସର୍ବାଙ୍ଗରେ —୨୮. In all limbs; throughout the whole body.
ଯଥା—ପରିକ୍ଷିତ
- ୨୯. ପୂର୍ବରୁ —୨୯. Before.
ଯଥା—ପରିବେତ୍ତା, ପରିବେଦନ
- ୩. ଏକତ୍ର —୩୦. Together.
ଯଥା—ପରିଷଦ୍
- ୩୧. ନିୟମ; କ୍ରମ —୩୧. Succession.
ଯଥା—ପରିଚ୍ଛେଦ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ପରେ ଦ୍ୟୁ)
ସମ୍ପାଦନା- ୧. ପଅର ଦିନ; ଗତ କାଲିର ପୂର୍ବଦିନ —୧. Day before yesterday.
- ୨. ଆସନ୍ତା କାଲିର ପରଦିନ — ୨. Day after tomorrow.
ଯଥା—ସେ କାଲି ପରି ଆସି ପହଞ୍ଚିବେ
(ପରିଆ—ଅନାଦରାର୍ଥକ)
- ୩. (ଆଦରାର୍ଥକ) ପରମାନନ୍ଦର ଡାକନାମ — ୩. A name for calling Paramānanda.
ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନାପଡ଼ି; ହଳିଆକୁ ଘରେ ଖାଇବାକୁ ନ ଦେଇ ଖାଇବା ପାଇଁ ମାସ ହିସାବରେ ଦିଆଯିବା ଧାନ —Paddy given to one's ploughman in lieu of food.
ଅନୁବାଦ
ସମ୍ପାଦନାଦେଶଜ - ଅ
ସମ୍ପାଦନା- ୧. (ସଂସ୍କୃତ - ପ୍ରାୟ) ପରା; ସମାନ; ପ୍ରାଏ; ତୁଲ୍ୟ; ସଦୃଶ୍ୟ —୧. Like.
ଗତାଳସ ନାଟପଟୁ ଖଞ୍ଜରୀଟ ପରି କି ଆସିଲା ଉଡ଼ି କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଗ ଗୀତ
ଅନୁବାଦ
ସମ୍ପାଦନା- ୨. (ପଦ୍ୟ) (ସଂସ୍କୃତ - ଉପରି)—ଉପରେ — ୨. Over; on.
ସହନେ ଦୟାଳୁ ଗୁଣ ପରିପାଳୁ ମୋହପରି ନିଧୂବନେ—କବିସୂର୍ଯ୍ୟ. ସଙ୍ଗୀତ
ଅନୁବାଦ
ସମ୍ପାଦନା- ୩. (ସଂସ୍କୃତ - ପ୍ରକାର) (କ୍ରିୟା ସଙ୍ଗେ ଲାଗେ) ପ୍ରକାରେ; ଅନୁସାରେ —୩. According to.
ବୋଲିବା ପରି ହେ ତିଆରି ହେଲା ରଥ, ବସ ଯାଇ ତୁମ୍ଭେ ତହିଁରେ ମହାରଥ କୃଷ୍ଣସିଂହ. ମହାଭାରତ ଦ୍ରୋଣ