ପଞ୍ଚୋଷଣ
ପଞ୍ଚୋଷଣ
ଶୁଣ୍ଠୀ, ପିପ୍ପଳୀ, ମରିଚ, ପିପ୍ପଳାମୂଳ ଓ ଚିତାମୂଳ। ଆୟୁର୍ବେଦ ମତରେ ଅଜୀର୍ଣ, ଶୂଳ, ଗୁଳ୍ମ, ଉଦରୀ ପ୍ରଭୃତି ନାଶକାରୀ। ଏହାର ସେବନ ବାୟୁ ଜନିତ ଶୋଥ ଓ ଶ୍ଳେଷ୍ମଜ ଶୋଥର ଆଶୁ ନିବାରକ।
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ +ଊଷଣ)
ସମ୍ପାଦନାପିପ୍ପଳୀ, ପିପ୍ପଳୀ ମୂଳ, ଚବ୍ୟ ମରିଚ ଓ ଚକ୍ରିକ ଏହି ୫ଟି ଔଷଧ ଦ୍ରବ୍ୟ — Five particular medicinal articles mentioned in the Hindu medical treatises.