ଚିତା
ଚିତା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚି ଧାତୁ=ସଂଗ୍ରହ କରିବା+କର୍ମ ତ+ସ୍ତ୍ରୀ. ଆ)
ସମ୍ପାଦନା- ୧. ଚୁଲ୍ଲି (ମେଦିନୀ) —୧. Oven.
- ୨. ଶବଦାହ—ଚୁଲ୍ଲୀ; ଜୁଇ; ରଇ —୨. Funeral pyre.
- ୩. ଶବଦାହାର୍ଥ ରଚିତ କାଷ୍ଠରାଶି —୩. A pile of wood for cremation.
- ୪. ମଶାଣି; ଶ୍ମଶାନ —୪. Cremation-ground.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ର)
ସମ୍ପାଦନା- ୧. କପାଳ ଓ ଶରୀରର ଅନ୍ୟ ଅଙ୍ଗରେ ଅଙ୍କିତ ତିଳକ ବା ଚନ୍ଦନର ନାନା ପ୍ରକାର ଚିହ୍ନ — ୧. Signs made with sandal and other pastes on the forehead and other parts of the bodys.
ବାହା ଲଲାଟରେ ଦେବି ଚିତା ଭକ୍ତଚରଣ. ମଥୁରାମଙ୍ଗଳ
- ୨. ସ୍ତ୍ରୀ ଲୋକଙ୍କ କପାଳରେ ଘେନାଯିବା ଟିକିଲି ବା ଟୋପି — ୨. Tips (circular points) put by females on the forehead.
ନାହିଁ ରାହୁରେଖା ସୁବର୍ଣ୍ଣ ଚିତା ଦୀନକୃଷ୍ନ. ଜଗମୋହନ
- ୩. ବଟା ଚନ୍ଦନ —୩. Sandal-paste.
ଅନୁବାଦ
ସମ୍ପାଦନା- ୪. ସ୍ତ୍ରୀ ଲୋକ ମାନେ ଛୁଞ୍ଚି ଓ କାଳୀଦ୍ୱାରା ଦେହର ଭିନ୍ନ ଭିନ୍ନ ପ୍ରକାଶ୍ୟ ସ୍ଥାନରେ ଯେଉଁ ସ୍ଥାୟୀ ଚିତ୍ର ଲେଖନ୍ତି — ୪. Various designs permanently engraved on the body of females with needle and black paint.
- ୫. ମନୁଷ୍ୟର କପାଳ ବା ଭ୍ରୁମଧ୍ୟସ୍ଥଳ (ଯେଉଁଠାରେ ଚନ୍ଦନ ଟୋପା ମରା ଯାଏ) —୫. The middle of the forehead; the space between the two eyebrows.
(ଯଥା—ତା ଠେଙ୍ଗାଟି ଚିତାଏ ଉଚ୍ଚ)
- ୬. ସୁମିଷ୍ଟ ଚନ୍ଦନାଦିର ଲେପ — ୬. Finely pasted sandal or other ointment.
(ଯଥା—ହଳଦୀକୁ ଚିତା ପରି ବାଟିବୁ)
- ୭. ସ୍ତ୍ରୀ ଲୋକଙ୍କ କର୍ତ୍ତୃକ ଘରର କାନ୍ଥ ଓ କବାଟରେ ପିଠଉ ଚୂନଦ୍ୱାରା ଲେଖାଯିବା ଚିତ୍ର — ୭. Drawing and paintings made on walls and doors with rice-paste or lime.
- ୮. ଚିତାପାରୁ(ଗଛ) (ଦେଖ) - ୮. Chitāpāru (tree) (See)
- ୯. ଏକ ଜାତୀୟ ଛୋଟ ବାଘ; ଚିତ୍ରବ୍ୟାଘ୍ର; ଚିତାବାଘ — ୯. A spotted tiger; leopard.
- ୧. ହ୍ରସ୍ୱ 'ଇ' କାର; 'ଇ' ମାତ୍ରା — ୧୦. The sign of the vowel 'i' in Oṟḍ̠iā (viz.ି put on the top of a consonant.
(ଯଥା—'କ' ଚିତା ଦେଲେ 'କି')
[ ଦ୍ର—ଦେଶୀୟ ଅବଧାନମାନେ ଚାଟଶାଳୀରେ ପିଲାଙ୍କୁ ପଢାଇବା ବେଳେ 'ଇ' କାରକୁ ଚିତା ବୋଲି କହନ୍ତି ]