ନୈମିଷ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ନିମିଷ=ସୂକ୍ଷ୍ମ ସମୟ ବା ଚକ୍ଷୁର ପଲକ ପଡ଼ିବା ସମୟ+ଭବାର୍ଥେ. ଅ)

ସମ୍ପାଦନା
୧. କ୍ଷଣିକ —୧. Momentary; transient.
୨. ନିମିଷମାତ୍ର ସ୍ଥାୟୀ —୨. Lasting for a moment or twinkling of the eye.

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ନୈମିଷାରଣ୍ୟ (ଦେଖ) - N&aline;i̱mishāraṇya (See)