ନିପରବାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ନିପରେଇ, ନିପରୋଇଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାପରବାହୀ) ସମ୍ପାଦନା

୧. ନିଶ୍ଚିନ୍ତ ହେବାର ଅବସ୍ଥା — ୧. Freedom from anxiety.
୨. ଅସାବଧାନତା —୨. Carelessness.
୩. ନିର୍ଭୀକତା —୩. Fearlessness.

ବୈଦେଶିକ - ବିଶେଷଣ - (ଫାରାସୀ - ନାପରବାହ୍) ସମ୍ପାଦନା

ନିପରବା (ଦେଖ) - Niparabā (See)