ନିପରବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ନିପରୁଆ, ନିପରେଇଅନ୍ୟରୂପ

ବୈଦେଶିକ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ଫା ନାପରବାହ୍) ସମ୍ପାଦନା

୧. ବେପରୁଆ; ନିଶ୍ଚିନ୍ତ — ୧. Free from anxiety.
୨. ଅସାବଧାନ —୨. Careless.
୩. ନିର୍ଭୀକ —୩. Fearless; undaunted.