ନିଜ୍ଜନ
ନିଜ୍ଜନ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ନିର୍ଜନ)
ସମ୍ପାଦନା- ୧. ବିଜନ; ଜନଶୂନ୍ୟ —୧. Solitary.
- ୨. ନିସ୍ତବ୍ଧ; ନିରବ —୨. Silent; quiet.
ନିଜ୍ଜନ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ନିର୍ଜନ; ପ୍ରା. ନିଜ୍ଜନ)
ସମ୍ପାଦନାନିର୍ଜନ (ଦେଖ) - Nirjana (See)
ନିଜ୍ଜନ ନିକୁଞ୍ଜେ ନିଶି ଅନ୍ଧାରେ ଗୃହ ତେଜି ହେଲି ବାହାର—ପ୍ରାଚୀ. ରସବାରିଧି