ନିର୍ଜନ
ନିର୍ଜନ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଜନ)
ସମ୍ପାଦନା- ୧. ଜନହୀନ; ନିଭୃତ — ୧. Lonely; deserted; desolate.
- ୨. ଏକାକୀ —୨. Solitary.
- ୩. ବିଜନ —୩. Uninhabited.
ବିଶେଷ୍ୟ -
ସମ୍ପାଦନାବିଜନସ୍ଥାନ —Lonely place; solitude; wilderness.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନାନିସ୍ତବ୍ଧ —Silent.
(ଯଥା—ନିର୍ଜନ ରାତି)