ନିଃଶେଷ
ବିଶେଷଣ (ସଂସ୍କୃତ) ସମ୍ପାଦନା
- ଶେଷରହିତ; ଯହିଁର କୌଣସି ଅଂଶ ବାକି ରହି ଯାଇନାହିଁ
- ସମସ୍ତ
- ସମ୍ପୂର୍ଣ୍ଣ
- ସମ୍ପୂର୍ଣ୍ଣରୂପେ କ୍ଷୟିତ; ବିନଷ୍ଟ
- ସମାପ୍ତ
- ସମ୍ପୁର୍ଣ୍ଣରୂପେ ବ୍ୟୟିତ
ବିଶେଷଣ.କ୍ରିୟା (ସଂସ୍କୃତ) ସମ୍ପାଦନା
- ସମ୍ପୂର୍ଣ୍ଣରୂପେ
- କିଛି ବାକି ନ ରଖି
ବିଶେଷ୍ୟ (ଦେଶଜ) ସମ୍ପାଦନା
- ସମାପ୍ତି
- ସର୍ବନାଶ
- ସରିଯିବା ଅବସ୍ଥାନିଃଶେଷ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ନିଃଶେଷଣ—ଅନ୍ୟରୂପ)
(ନିଃଶେଷତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଶେଷ) ସମ୍ପାଦନା
- ୧. ଶେଷରହିତ; ଯହିଁର କୌଣସି ଅଂଶ ବାକି ରହି ଯାଇନାହିଁ — ୧. Without remainder.
- ୨. ସମସ୍ତ —୨. Entire; whole.
- ୩. ସମ୍ପୂର୍ଣ୍ଣ —୩. Complete.
- ୪. ସମ୍ପୂର୍ଣ୍ଣରୂପେ; ବିନିଷ୍ଟ — ୪. Completely destroyed.
ନୋହିଲେ ତୁ ପରିତ୍ରାଣ, ନିର୍ଦ୍ଦେୟ ନତନବାଣ ନିଃଶେଷକଲାଟି ଦେହଲହା କବିସୂର୍ଯ୍ୟ କିଶୋରୀଚମ୍ପୂ ଗୀତ
- ୫. ସମାପ୍ତ —୫. Finished.
- ୬. ସମ୍ପୂର୍ଣ୍ଣରୂପେ ବ୍ୟୟିତ —୬. Exhausted.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଃଶେଷତା) ସମ୍ପାଦନା
- ୧. ସମାପ୍ତି — ୧. Completion.
- ୨. ସବର୍ନାଶ —୨. Complete destruction; ruin.
- ୩. ସରିଯିବା ଅବସ୍ଥା —୩. Exhaustion.
ସଂସ୍କୃତ - କ୍ରି.ବିଶେଷଣ - (ନିଃଶେଷଂ) ସମ୍ପାଦନା
- ୧. ସମ୍ପୂର୍ଣ୍ଣରୂପେ — ୧. Completely; totally.
- ୨. କିଛ ବାକି ନ ରଖି — ୨. Without leaving any remainder.