ନାଚଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ନାଚୁଣୀ, ନାଚେଣୀଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ନର୍ତ୍ତକୀ) ସମ୍ପାଦନା

୧. ନର୍ତ୍ତକୀ — ୧. Dancing woman.
୨. ନାଚଣି ପଖି (ଦେଖ) - ୨. Nāchaṇi pakhi (See)
୩. ଅଖି ଡୋଳାର ପୁଅ — ୩. The pupil of the eye.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ମାକିଡ଼ି (୨) (ଦେଖ) - Mākiṟḍ̠ (୨) (See)